ହିଞ୍ଜିଳି ପୋଲିସ ପକ୍ଷରୁ ପୁଣି ଜୁଆ ଆଡା ଉପରେ ଚଢାଉ;୮ ଗିରଫ

0
298

ହିଂଜିଲିକାଟୁ(ହିମାଂଶୁ ବେହେରା)ଆଗକୁ କୁମାର ପୂର୍ଣ୍ଣମା ଆସୁଥିବା ବେଳେ ହିଞ୍ଜିଳି ଥାନା ର ବିଭିନ୍ନ ଗ୍ରାମ ରେ ସକ୍ରିୟ ହେଲେଣି ଜୁଆଡି l ଏହି ଜୁଆଡି ମାନ ଙ୍କୁ ସାବାଡ଼ କରିବା ପାଇଁ ହିଞ୍ଜିଳି ପୋଲିସ ବିଭିନ୍ନ ଗ୍ରାମ ର ଜୁଆ ଆଡା ଉପରେ ଚଢ଼ାଉ ଜାରି ରଖିଥିବା ବେଳେ l ଆଜି ହିଞ୍ଜିଳି ଥାନା ଅନ୍ତର୍ଗତ ଲଷ୍ମୀପୁର ଗ୍ରାମ ରେ ଚାଲିଥିବା ଏକ ବଡ଼ଧରଣ ର ଜୁଆ ଆଡା ଉପରେ ଚଢାଉ କରି 8 ଜୁଆଡି କୁ ଗିରଫ କରିବା ସହିତ ନଗତ 28ହଜାର 510 ଟଙ୍କା ଓ ତାସ, ମୋବାଇଲ ଫୋନ ଜବତ କରିଥିବା ହିଞ୍ଜିଳି ଥାନା ସୂତ୍ରରୁ ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here