ଆସ୍କା ପୋଲିସ ପକ୍ଷରୁ ପୋଲିସ ଫ୍ଲାଗ ଡେ କାର୍ଯ୍ୟକ୍ରମ

0
279

ବ୍ରହ୍ମପୁର(ଜଗନ ପଣ୍ଡା)ଗଞ୍ଜାମ ଜିଲ୍ଲା ଆସ୍କା ଥାନା ପୋଲିସ ପକ୍ଷରୁ ପୋଲିସ ଫ୍ଲାଗ ଡେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି ଅବସରରେ ଏସ ଡ଼ି ପି ଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ପୋଲିସ ଏସ ଡ଼ି ପି ଓ ଅଫିସ ଠାରୁ ବାହାରି ଲଷ୍ମୀ ବଜାର ପର୍ଯ୍ୟନ୍ତ ବିଭିନ୍ନ ଢଙ୍ଗରେ ବ୍ୟାଣ୍ଡ ବାଜା ବଜେଇ ଫ୍ଲାଗ ମାର୍ଚ୍ଚ ସହିତ ପରିଭ୍ରମଣ କରିଥିଲେ |ନୂତନ ଭାବେ ଯୋଗ ଦେଇଥିବା ଆଇ ପି ଏସ ଅଧିକାରୀ ଜି ରା଼ଘେବେନ୍ଦ୍ର ଗୁଣ୍ଡାଲା ଏବଂ ଆସ୍କା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସମେତ ସମସ୍ତ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ |

LEAVE A REPLY

Please enter your comment!
Please enter your name here