ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ରୁ ଯୁବକ ର ମୃତ୍ୟୁ ଦେହ ଉଦ୍ଧାର

0
385

ହିଂଜିଲିକାଟୁ(ହିମାଂଶୁ ବେହେରା) ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ନିକଟ ଏକ ଲୁହାଶାଳ ରୁ ଜଣେ ଯୁବକ ର ମୃତ୍ୟୁ ଦେହ ଉଦ୍ଧାର କରିଛି ହିଞ୍ଜିଳି ପୋଲିସ l ମୃତ୍ୟୁ ର କାରଣ ଜଣାପଡ଼ିନଥିବା ବେଳେ l ମୃତ୍ୟୁ କ ଜଣକ ହେଲେ ନିରଞ୍ଜନ ମୂଲୀ, 35, ପାଟଣା ସାହି ବୋଲି ଜଣା ପଡ଼ିଥିବା ବେଳେ l ହିଞ୍ଜିଳି ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବ କୁ ଜବତ କରିବା କେସ ନଂ ସହ 30/20ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରିବା ପାଇଁ ବ୍ରହ୍ମପୁର ବଡ଼ଡାକ୍ତର ଖାନା ପଠାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here