କୁଷ୍ଠ ରୋଗୀଙ୍କୁ ସହାୟତା

0
361

ଭଂଜନଗର (ନିଲୁ ବିଷୋୟୀ) ଭଂଜନଗର ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇ ଡ଼ହ ରୋଡ଼ ସ୍ଥିତ ଲୋଫର୍ଶ କଲୋନୀ ଆଶ୍ରମ ରେ ରଖା ଯାଇଥିବା ୧୮ ଜଣ କୁଷ୍ଠ ରୋଗୀଙ୍କୁ ପବିତ୍ର ଦୁର୍ଗା ପୂଜା ଅବସରରେ ନୂତନ ପୋଷାକ, ଶୋଇବା ପାଇଁ ପଟି , କିଛି ଖାଦ୍ୟ ସାମଗ୍ରୀ , ନୂତନ ଥାଳି ଆଦି ପ୍ରଦାନ କରାଯାଇଛି। ଭଂଜନଗର ୟୁ.ବି ହାଇସ୍କୁଲର ୧୯୮୮ ବ୍ୟାଚର ଏକାଦଶ ଶ୍ରେଣୀର ଛାତ୍ର ସଂଘଠନ ର ସହଯୋଗ ରେ ଏହି ବଣ୍ଟନ କାଯ୍ୟକର୍ମରେ ସମାଜ ସେବୀ ଶୂଳପାଣି ଶତପଥୀ, ପାଞ୍ଚନନ ପାଳ,ଜଗଦୀଶ ପାଣିଗ୍ରାହୀ ଓ ଶୁଭାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏହା ପ୍ରଦାନ କରିଥିଲେ

LEAVE A REPLY

Please enter your comment!
Please enter your name here