ଜୁଆ ଆଡ୍ଡା ଉପରେ ଚଢ଼ାଉ;୯ ଜୁଆଡି ଗିରଫ

0
399

ହିଂଜିଲିକାଟୁ(ହିମାଂଶୁ ବେହେରା)ପୁଣି ଜୁଆ ଆଡ୍ଡା ଉପରେ ଚଢାଉ କଲା ହିଞ୍ଜିଳି ପୋଲିସ । ସୂଚନା ଅନୁଯାୟୀ ହିଞ୍ଜିଳି ଆଇଆଇସି ସ୍ଵତନ୍ତ୍ର ଟିମ ଗଠନ କରିଛନ୍ତି। ଖବର ପାଇ ଜୁଆଆଡ୍ଡା ଉପରେ ଚଢାଉ କରି କାବୁ କରୁଛନ୍ତି ଜୁଆଡିକୁ। ଥାନା ଅଧୀନ ନିମିଗାଁରେ ଜୁଆଆଡ୍ଡା ଚାଲିଥିବା ଖବର ପାଇଁ ଆଇଆଇସି ଅଭିମନ୍ୟୁ ଦାସଙ୍କ ନିର୍ଦେଶ କ୍ରମେ ସବ୍ ଇନସ୍ପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ଚଢାଉ କରିଥିଲେ। ଘଟଣାସ୍ଥଳରୁ ନଗଦ ୧୫ ହଜାର ୮୦୦ଟଙ୍କା,ଫୋନ, ତାସ ମୁଠା ଜବତ କରିବା ସହ ୯ଜଣକୁ କାବୁ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here