ବାସୁଦେବ ଉଚ୍ଚ ବିଦ୍ୟାଳୟ ର ୨୦୦୪ ମେଟ୍ରିକ ବେଚର ବନ୍ଧୁ ମିଳନ

0
343

ଆସ୍କା(ଜଗନ ପଣ୍ଡା) ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅଧିନସ୍ଥ ଢ଼ଉଗାଁ ବାସୁଦେବ ହାଇ ସ୍କୁଲର ୨୦୦୪ ମେଟ୍ରିକ ବେଚର ପ୍ରାୟ ୪୦ ଜଣ ଆଜି ଧରକୋଟ ଗଡ଼ର ପାତାଳେଶ୍ୱରୀ ମନ୍ଦିର ଠାରେ ଏକତ୍ରିତ ହୋଇଥିଲେ। ମେଟ୍ରିକ ସରିବାର ଦୀର୍ଘ ୧୬ ବର୍ଷ ବିତି ଯାଇଥିଲେ ମଧ୍ୟ ନିଜ ନିଜ କର୍ମ ବ୍ୟସ୍ତତା ଭିତରେ କେହି ଏକତ୍ରିତ ହେବାର ସମୟ ପାଇ ନଥିଲେ। ହେଲେ ଏହି କରୋନା ମହାମାରୀ କାରଣରୁ ନିଜ ଜିନ କର୍ମଭୂମି ଛାଡି ବର୍ତ୍ତମାନ ନିଜ ଗ୍ରାମକୁ ଫେରିଥିବା ହେତୁ ଏକତ୍ରିତ ହେବାର ସୁଯୋଗ ମିଳିଥିବାରୁ ସେମାନେ ଖୁସି ବ୍ୟକ୍ତ କରିଛନ୍ତି।ଏହି ଅବସରରେ ସେମାନେ ଏକ ଭୋଜି ଭାତର ଆୟୋଜନ ମଧ୍ୟ କରିଥିଲେ ଏବଂ ଆଗାମୀ ଦିନରେ ମଧ୍ୟ ସମୟ ମିଳିଲେ ଏହି ପରି କାଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here