ବ୍ରହ୍ମପୁର ପ୍ରେସ୍ କ୍ଲବ ପକ୍ଷରୁ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳୀ

0
328

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ବ୍ରହ୍ମପୁର ପ୍ରେସ୍ କ୍ଲବ । ଗଞ୍ଜାମ ଜିଲ୍ଲାର ୨ଜଣ ସାମ୍ୱାଦିକ ପ୍ରିୟଦର୍ଶି ପଟ୍ଟନାୟକ, ନିଳୟ ରଞ୍ଜନ ପଟ୍ଟନାୟକ ସମେତ ପାରଳାଖେମୁଣ୍ଡିର ସି.ଏଚ୍.ରତ୍ନମ ଏବଂ କନ୍ଧମାଳର ତାରିଣି ପାଢିଙ୍କୁ ବ୍ରହ୍ମପୁର ଗାନ୍ଧିନଗର ସ୍ଥିତ ଗାନ୍ଧି ପ୍ରତିମୁର୍ତି ତଳେ ବ୍ରହ୍ମପୁରର ବହୁ ସାମ୍ବାଦିକ ଏକତ୍ରିତ ହୋଇ କରୋନା ଯୋଦ୍ଧାଙ୍କ ପାଇଁ ମହମବତୀ ଜାଳୀ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏଥିରେ ବ୍ରହ୍ମପୁରରେ କାର୍ଯ୍ୟରତ ଛାପା ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମର ବହୁ ପ୍ରତିନିଧି ଯଥା ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ମୋହନ ମହାପାତ୍ର, ଅମ୍ବିକା ଦାସ, ଚିରଞ୍ଜିତ ରାଜଗୁରୁ, ନାଗେଶ୍ୱର ପୁଷ୍ଟି, ନାରାୟଣ ମହାଙ୍କୁଡ, ଲକ୍ଷ୍ମୀ ବେଜ୍,ଶିବରାମ ଚୌଧୁରୀ, ସନ୍ୟାସୀ ଗୌଡ, ଅସିତ୍ ପଣ୍ଡା, ଦିନେଶ ପଟ୍ଟନାୟକ, ଅଭିଜିତ୍ କର, ପ୍ରଶାନ୍ତ ଦାଶ, ଚିକୁ ପ୍ରତିନିଧି, ଅମର କୁମାର ଦାଶ, ଗୋପାଳ ରେଡ୍ଡି, ଲିକୁ ଡାକୁଆ, ଅଶୋକ ବ୍ରହ୍ମା,ମାନସ ବିଷୋୟୀ, କୈଳାସ ବେହେରା, ସୁଦୀପ ସାହୁ, ଗୋପାଳ ପଟ୍ଟନାୟକ, ନିର୍ମଳ ସାହୁ, କପିଳ ପାଢ଼ୀ, ଫିନୋଜ ପ୍ରଧାନ, ପିତାମ୍ବର ନାହାକ, ପ୍ରଶାନ୍ତ ଜେନା, କାଳି ପ୍ରସାଦ ରଥ, ମୁତ୍ଯୁଞ୍ଜୟ ସାହୁ, ରୁପକ ମହାନ୍ତି, ପିଣ୍ଟୁ ବେହେରା, ଆଲୋକ ବେହେରା, ସୁରଜିତ ପଣ୍ଡା,ସମୀର ରଥ, ସମୀର ଆଚାର୍ଯ୍ୟ, ସୁବ୍ରମଣ୍ୟମ ସ୍ବାମୀ, ସ୍ବଧୀନ ସାହୁ,ଶିବପଣ୍ଡା,ରବି ବେହେରା ପ୍ରମୂଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here