ଜୁଆ ଆଡାରେ ଚଢ଼ାଉ ; ୧୬ ଜଣ ଜୁଆଡି ଗିରଫ

0
354

ଆସ୍କା(ଜଗା ପଣ୍ଡା)ଜୁଆ ଖେଳ ଉପରେ ଚଢ଼ାଉ କରି ଆସିକା ପୋଲିସ ଘଟକୁରୀ ଓ ଖରିଆରୁ 16 ଜଣ କୁ ଗିରଫ କରିବା ସହ ନଗଦ 42400 ଟଙ୍କା,14 ଟି ମୋବାଇଲ ଓ 2ଟି ମୋଟର ସାଇକେଲ ଜବତ କରିଛି।ଗିରଫ ବ୍ୟକ୍ତି ମାନେ ହେଲେ ଧର୍ମେନ୍ଦ୍ର ଜେନା,ସଞ୍ଜୟ ଜେନା,କାଳିଆ ସ୍ଵାଇଁ,ବରୁଣ ମହାନ୍ତି,ଦୀପକ କୁମାର ଜେନା ,ସୁଦର୍ଶେନ ଜେନା,ଅକ୍ଷୟ ମହାନ୍ତି,ବସନ୍ତ ନାହାକ ,ବିଭୁତିଭୂଷଣ ଜେନା,ଶଙ୍କର ପ୍ରଧାନ,ଲକ୍ଷଣ ଜେନା,ବାବୁଲି କୁମାର ଜେନା,କାଶୀନାଥ ବିଶ୍ୱାଳ ,ଅରୁଣ ଜେନା,ନିଲକାନ୍ତ ବାରିକ ଓ ବିଷ୍ଣୁ ପ୍ରଧାନ।ଆସ୍କା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା।J

LEAVE A REPLY

Please enter your comment!
Please enter your name here