ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟରେ ଡିଜିଟାଲ କ୍ଲାସ ବ୍ୟବସ୍ଥା

0
400

ଭଞ୍ଜନଗର(ନିଲୁ ବିଶୋଇ) ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରଥମ ଥର ଡିଜିଟାଲ କ୍ଲାସର ଶୁଭାରମ୍ଭ ହୋଇଯାଇଛି। ଗୁରୁକୁଳ ଅଧକ୍ଷ ଅଜିତ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ଏହା ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ସିଧାସଳଖ ଶ୍ରେଣୀ ରେ ଥିବା ଡିଜିଟାଲ ସ୍କ୍ରିନରେ ପାଠପଢା ଯିବାସହ ୱେବ ଡ଼ାଉନଲୋଡିଙ୍ଗ ଓ ଇ -ଲରନିଂ ଭଳି କାଯ୍ୟ କରିହେବ।ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରମୋଦ ସ୍ୱାଇଁ ଏହି ତାଲିମ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here