କାଳୁପାତ୍ର ସାହିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
279

ବ୍ରହ୍ମପୁର(ନ୍ୟୁଜ ଏକ୍ସଟ୍ରା) ଆଜି ସକାଳେ କାଳୁପାତ୍ର ସାହିରେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡାଙ୍କ ପରାର୍ମଶ କ୍ରମେ ମୋ ପରିବାର ଜିଲ୍ଲା ସଂଯୋଜକ ତଥା ରାଜ୍ୟ ସଂପାଦକ ଶ୍ରୀ ସୁବାଷ ମହାରଣାଙ୍କ ତତ୍ତ୍ଵାବଧାନରେ କର୍ପସ,ବଉଳ ଓ ବିଭିନ୍ନ ପ୍ରକାର ୩୦ ଗୋଟି ବୃକ୍ଷ ରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ଶ୍ରମିକ ବୋର୍ଡ ଅଧ୍ୟକ୍ଷ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବୃକ୍ଷ ରୋପଣ ଶୁଭାରମ୍ଭ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ କାହ୍ନୁଚରଣ ପାତ୍ର, ରାକେଶ କୁମାର ସାହୁ,ଟି ଗୋପି, ମମତା ବିଶୋଇ, ଲକ୍ଷ୍ମୀ ପ୍ରୀୟା ପାଢି, ମୁକୁନ୍ଦ ଗୌଡ଼, ଫାୟାଜ୍ ଖାନ୍, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ଚନ୍ଦ୍ର ମହୋନ ସାହୁ, ସୁରେଶ ତ୍ରିପାଠୀ,କୈଲାଶ ପଟ୍ଟନାୟକ, ଧିରେନ୍ ମହାରଣା, କ୍ରିଷ୍ଣା ରେଡି,ସିମାଞ୍ଚଳ ସାହୁ, ମୁନା ମହାରଣା, ପ୍ରମୋଦ ମହାରଣା, ପ୍ରଭାକର ମହାନ୍ତି,ଏଙ୍କାଟି ରେଡି, ଶଙ୍କର ବେହେରା, ତାରିଣୀ ସାହୁ, ଜଗନ୍ନାଥ ବେହେରା, ଭବାନୀ ଶଙ୍କର ଜେନା, ଗୋବିନ୍ଦ ପାଣିଗ୍ରାହୀ,କେ ପାର୍ବତୀ, ରଞ୍ଜିତ ପଶୁପାଳକ,ବସନ୍ତ ସାହୁ, ରାମକୃଷ୍ଣ ପାତ୍ର, ପ୍ରସାଦ ସାହୁ, ବାବୁଲା ଜେନା, ବାଳକୃଷ୍ଣ ପାତ୍ର,ଟୁଟୁସାହୁଙ୍କ ସମେତ ସାହିବାସିନ୍ଦା ଯୋଗ ଦେଇଥିଲେ । ସାମାଜିକ ଦୂରତା ରକ୍ଷା କରି ବୃକ୍ଷ ରୋପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here