କେନାଲ ସାହିରୁ ଜବର ଦଖଲ ଉଛେଦ ଆରମ୍ଭ

0
502

ଭଞ୍ଜନଗର(ନିଲୁ ବିଷୋୟୀ) ଭଞ୍ଜନଗର ଏନ.ଏ. ସି ଅଂଚଳର ଭେଜିପୁଟ କେନାଲ ସାହିରୁ ବାଇପାସ ରୋଡ଼ ପଯ୍ୟନ୍ତ ଆଜି ଜେସିବି ଦ୍ୱାରା ଜବର ଦଖଲ ଉଚ୍ଛେଦ କରାଯାଇଛି। ପରିସ୍ଥିତି କୁ ଦେଖି ଘଟଣା ସ୍ଥଳରେ ପୋଲିସ ମଧ୍ୟ ମୁତୟନ କରାଯାଇଛି। ନୂତନ ରାସ୍ତା ନିର୍ମାଣ ପାଇଁ ଏହି ରାସ୍ତା କଡ଼ରେ ଥିବା କିଛି ବେଆଇନ ଘରକୁ ଭାଙ୍ଗି ଦିଆଯାଇଛି। ସୂଚନାଯୋଗ୍ୟ ଯେ ଏହି ରାସ୍ତା ଟି ଭଞ୍ଜନଗର ଏନ.ଏ. ସି ଅଧୀନରେ ଥିବା ବେଳେ ବର୍ତ୍ତମାନ ଏହାକୁ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here