ଜଗନ୍ନାଥ ପ୍ରସାଦ ବ୍ଲକ ରେ ଭିଜିଲାନ୍ସ ଟିମ:ଇନ୍ଦିରା ଆବାସ ଯୋଜନା ର ତଦନ୍ତ

0
513

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ଆଜି ଜଗନ୍ନାଥ ପ୍ରସାଦ ବ୍ଲକ ରେ ବ୍ରହ୍ମପୁର ଭିଜିଲାନ୍ସ ତରଫରୁ ଇନ୍ଦିରା ଆବାସ ଯୋଜନା ର ଅନିୟମିତତା ନେଇ ଖୋଳତାଡ ଆରମ୍ଭ ହୋଇଛି।ଭିଜିଲାନ୍ସ ଅଧିକାରୀ” H. କୁଲୁ ” ଇନ୍ଦିରା ଆବାସ ର ବହୁ ଫାଇଲ ର ତଦନ୍ତ କରିଛନ୍ତି।ଇନ୍ଦିରା ଆବାସ ଦାୟିତ୍ୱ ବୁଝୁ ଥିବା କିରାଣି ଅନୁପସ୍ଥିତ ଥିବା ଯୋଗୁଁ ସମସ୍ତ ଫାଇଲ ବିଷୟରେ ତଦନ୍ତ ହୋଇ ପରିନାହୁଁ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।ଆଗାମୀ ଦିନରେ ପୁଣି ଦଦନ୍ତ କରା ଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି।ତଦନ୍ତ ହେଲେ ଇନ୍ଦିରା ଆବାସ ରେ ହୋଇଥିବା ବ୍ୟାପକ ଦୁର୍ନୀତି ର ଫର୍ଦାଫାସ ହୋଇ ପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here