ଦେଶୀ ମଦଭାଟି ଉପରେ ପୋଲିସର ଚଢ଼ାଉ ; ବିପୁଳ ପରିମାଣର ପୋଚ ନଷ୍ଟ

0
454

ସୋରଡ଼ା (ନିଲୁ ବିଶୋଇ)ସୋରଡ଼ା ଥାନା ଅନ୍ତର୍ଗତ ଗୋଛା ଠାରେ ଥିବା ଏକ ବେଆଇନ ଦେଶୀ ମଦ ଭାଟି ଉପରେ ସୋରଡ଼ା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ୨୦୦୦ ଲିଟର ପୋଚ ନଷ୍ଟ କରିବା ସହିତ ମଦ ପ୍ରସ୍ତୁତି ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here