ଜ଼ିଲ୍ଲା ବିଜେଡି କାର୍ଯ୍ୟାଳୟରେ ବିଜେଡିର ୪ ଜଣ କାର୍ଯ୍ୟ କର୍ତ୍ତାଙ୍କ ବିୟୋଗରେ ଶୋଭାସଭା ଅନୁଷ୍ଠିତ

0
318

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଭାବ।ନଗର ସ୍ଥିତ ଜ଼ିଲ୍ଲା ବିଜେଡି କାଯ୍ୟlଳୟରେ ବିଜେଡିର ୪ ଜଣ କାଯ୍ୟକର୍ତ୍ତାଙ୍କ ବିୟୋଗରେ ଏକ ଶୋଭାସଭା ଅନୁଷ୍ଠିତ ହୋଇଛି l ମୁର୍ତ୍ୟୁବରଣ କରିଥିବା କାଯ୍ୟକର୍ତ୍ତାଙ୍କ ମଧ୍ୟରେ ରହିଛି ନଗର କମିଟିର ସମ୍ପାଦକ ରାସବିହାରୀ ଦାସ, ତୁଷାରକାନ୍ତ ମହାପାତ୍ର, ସୁରେନ୍ଦ୍ର ସୁବଦ୍ଧି ଓ ପୂର୍ବତ୍ତନ କର୍ପୋରେଟର କୃଷ୍ଣଚନ୍ଦ୍ର ସେଠି l ଏମାନଙ୍କ ବିୟୋଗରେ ଏକ ଶୋକବାର୍ତ୍ତାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ଜ଼ିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟlଉ ପଟ୍ଟନାୟକ,ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା ନଗର ବିଜେଡିର ଅପୂରଣୀୟ କ୍ଷତି ହୋଇଥିବl ଉଲ୍ଲେଖ କରିଛନ୍ତି l ରାଜ୍ୟ ବିଜେଡି ସମ୍ପାଦକ ସୁବାସ ଚନ୍ଦ୍ର ମହାରଣାଙ୍କ ତତ୍ତ୍ୱlବଧlନରେ ରାଜ୍ୟ ସମ୍ପାଦିକା ସଂଘମିତ୍ରା ଦଳାଇ, ଆର ମୁରଲୀମୋହନ,ବିଜୟ ବାଷ୍କର ସିଂଙ୍ଗ ସାମନ୍ତ, ମହାନଗର ସଭାପତି ମୁକୁନ୍ଦ ଗୌଡ଼, ଭୀମ ଦଳାଇ ପ୍ରମୁଖ ଉପସ୍ଥିତ ରହି ସ୍ମୁତିଚାରଣ କରିଥିଲେ l

LEAVE A REPLY

Please enter your comment!
Please enter your name here