ଅବସର ପ୍ରାପ୍ତ ବନପାଳଙ୍କ ଅକାଳ ବିୟୋଗ

0
442

ଭଞ୍ଜନଗର(ନିଲୁ ବିଶୋଇ)କାଲି ରାତ୍ର 2ଘଣ୍ଟ ସମୟରେ ଅବସର ପ୍ରାପ୍ତ ବନପାଳ ଇନ୍ଦ୍ର ନାୟକ ଙ୍କ ଦେହାନ୍ତ ହୋଇଛି। ଗତ ରାତ୍ର ରେ ସୁସ୍ଥ ଥିବା ବେଳେ କୌଣସି କାରଣରୁ ହଠାତ ତାଙ୍କର ପରଲୋକ ହୋଇଛି। ସେ ଜଣେ ଦକ୍ଷ ବନ କର୍ମଚାରୀ ଓ ବନ ସୁରକ୍ଷା ସମିତି ଗଠନ ଏବଂ ଗ୍ରାମବାସି ଙ୍କ ସହଯୋଗ ରେ ବନ ସୁରକ୍ଷା ରେ ପ୍ରମୁଖ ସହଯୋଗ କରିବା ସାଥେ ସାଥେ ଶାଳ ଫୁଲ FDA ପତ୍ରିକାର ଜଣେ ଆଗଧାଡିର ଲେଖକ ଓ vss କର୍ମ କର୍ତ୍ତା ଙ୍କ ଠାରୁ ଲେଖା, ବାର୍ତ୍ତା ଆଣିବାରେ ସାହାଯ୍ୟ କରୁଥିଲେ। ବନ ସେବା କର୍ମଚାରୀ ସଂଘର ଟାଣୁଆ କର୍ମକର୍ତ୍ତା ଓ NGO ସଂଗଠନ ର ବହୁ ସମୟରେ ଭିର୍ଣ୍ଣ ଭିର୍ଣ୍ଣ ଦାଇତ୍ୱ ରେ ରହିଥିଲେ। ତାଙ୍କର ଅମର ଆତ୍ମାର ସଦଗତି କାମନା କରି ବହୁ ଅବସର ପ୍ରାପ୍ତ କର୍ମଚାରୀ ଶିକ୍ଷାବିତ ଏବଂ ତାଙ୍କ ପରିବାର, ବନ୍ଧୁ ବାନ୍ଧବ ତାଙ୍କ ଲଣ୍ଡେଇ ସାହି ବାସଭବନ ଠାରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here