ନିୟମ ଉଲଂଘନ କରିଥିବା ଲୋକ ମାନଙ୍କ ୧୫୦ ଉର୍ଦ୍ଧ୍ବ ବାଇକ ଭଞ୍ଜନଗର ଥାନାରେ ଅଟକ

0
1025

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଭଞ୍ଜନଗର ରେ ଲକ୍ ଡାଉନ କୁ କଡାକଡ଼ି କରାଯାଇଛି। ତଥାପି କିଛି ଲୋକ ବିନା କାରଣରେ ବୁଲୁ ଥିବାରୁ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ବ୍ୟାରିକେଟ ଲଗାଯାଇ ୧୫୦ରୁ ଉର୍ଦ୍ଧ୍ବ ବାଇକ ଜବତ କରାଯାଇଛି ଓ ସମସ୍ତ ଗାଡିକୁ ଥାନାରେ ଆଣିକି ରଖାଯାଇଛି । ଜନସାଧାରଣ ଲକ୍ ଡାଉନ କୁ ଅତି ହାଲୁକା ଭାବେ ଗ୍ରହଣ କରିବା ସହ ବିଭିନ୍ନ ଆଳ ରେ ବୁଲାବୁଲି କରୁଥିବା ରୁ ବାଇକ ଚଳାଚଳ ଉପରେ ପୋଲିସ ପକ୍ଷରୁ ରୋକ ଲଗାଯାଇଛି।ଆଗାମୀ ଦିନରେ ମଧ୍ୟ ଏଭଳି କଟକଣା ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here