ଖଲ୍ଲିକୋଟ ରାଣୀ ମା’ଙ୍କ ଜନ୍ମଦିନ ଉପଲକ୍ଷେ ଜଳାଭିଷେକ

0
401

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ ଖଇରିଖମା ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ମା’ଙ୍କ 83ତମ ଜନ୍ମଦିନ ଉପଲକ୍ଷେ ତାଙ୍କର ଦୀର୍ଘାୟୁ କାମନା କରି ଠାକୁରଙ୍କ ପୀଠରେ 108 କଳସ ଜଳାଭିଷେକ କରାଯାଇଛି lଏହି କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ପବିତ୍ର କୁମାର ରାଉତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l 

LEAVE A REPLY

Please enter your comment!
Please enter your name here