କାଜୁ ତୋଟା ରୁ ନିଖୋଜ ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର

0
326

ହିଞ୍ଜିଳିକାଟୁ(ହିମାଂଶୁ ବେହେରା)ହିଞ୍ଜିଳି ଥାନା ଅଧୀନ ଖଣ୍ଡରା ଗାଁର ଦେବରାଜ ସେଠୀ (୫୫)ପାରିବାରିକ କଳହ ପରେ କିଛି ଦିନ ହେଲା ସେ ନିଖୋଜ ଥିଲେl ନିକଟସ୍ଥ କାଜୁ ତୋଟା କୁ ଆଙ୍କୋରୋଡାର କିଛି ଲୋକ ଯିବା ବେଳେ ଗଳିତ ମୃତ୍ୟୁ ଦେହକୁ ଦେଖି ହିଂଜିଳି ଥାନାକୁ ଖବର ଦେଇଥିଲେ। ଖବର ପାଈ ଥାନାର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ କୁ ପଠାଇ ଘଟଣାର ତଦନ୍ତ ଚଳାଇଛି ପୋଲିସ।ଏନେଇ ହିଂଜିଳି ଥାନା ରେ ୧୮/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀଙ୍କ ଠାରୁ ପ୍ରକାଶ

LEAVE A REPLY

Please enter your comment!
Please enter your name here