ଗଞ୍ଜାମ ଜିଲ୍ଲାପାଳଙ୍କ ମାନବିକତା

0
307

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ନିଜ ଦୈନଦିନ କାର୍ଯ୍ୟରେ ଯାଉଥିବା ସମୟରେ କନିଷି ଛକଠାରେ ଏକ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ପଡିଥିବା ଦେଖିଥିଲେ । ସେ ସଙ୍ଗେ ସଙ୍ଗେ ଗାଡିରୁ ଓହ୍ଲାଇ ତାଙ୍କ ପଛରେ ଯାଉଥିବା ବ୍ରହ୍ମପୁର ପୂର୍ତ୍ତ ବିଭାଗ-୧ ନିର୍ବାହୀଯନ୍ତ୍ରୀଙ୍କ ସରକାରୀ ଗାଡିରେ ବଡ଼ମେଡିକାଲକୁ ପଠାଇଥିଲେ । ଜିଲ୍ଲାପାଳଙ୍କ ଏଭଳି ମହତ୍ୱ କାର୍ଯ୍ୟକୁ ଦେଖି ସ୍ଥାନୀୟ ଅଞ୍ଚଳବାସୀ ବହୁ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here