କଟକ ଏସସିବିରେ ଲୋକାର୍ପିତ ହେଲା ମଲିକ୍ୟୁଲାର୍‌ ଲାବୋରେଟିରି

0
577

କଟକ :- (ନ୍ୟୁଜ୍ ଏକ୍ସଟ୍ର।) କଟକ ଏସସିବିରେ ଓଡିଶ।ର ପ୍ରଥମ ମଲିକ୍ୟୁଲାର୍‌ ଲାବୋରେଟିରିକୁ ଲୋକାର୍ପିତ ହେଇଛି । ଏହ।କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଲୋକାର୍ପିତ କରିଛନ୍ତି । ଏହା ହେଉଛି ରାଜ୍ୟର ପ୍ରଥମ ମଲିକ୍ୟୁଲାର୍‌ ଲାବୋରେଟିରି । ଏଠାରେ ରକ୍ତ ପରୀକ୍ଷା କରାଯାଇ କ୍ୟାନସର ଆକ୍ରାନ୍ତଙ୍କ ସମ୍ପର୍କରେ ବହୁ ପୂର୍ବରୁ ସୂଚନା ମିଳିପାରିବ । ଯ।ହ।ଫଳରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ରୋଗ ପ୍ରତିରୋଧ କରିପାରିବ ବୋଲି କହିଛନ୍ତି ଡାକ୍ତର । ୟୁନିଟ୍‌ର ଲୋକାର୍ପିତ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମ ରାଜ୍ୟ ଅନ୍ୟ ରାଜ୍ୟ ତୁଳନାରେ ବେସ୍‌ ଉନ୍ନତ ।

LEAVE A REPLY

Please enter your comment!
Please enter your name here