ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷାରେ ସାଇ ଗୁରୁକୂଳ ଛାତ୍ରଙ୍କ ସଫଳତା

0
374

ଭଞ୍ଜନଗର(ନିଲୁ ବିଶୋଇ) ଚଳିତ ବର୍ଷ ପ୍ରକାଶ ପାଇଥିବା ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷାରେ ଭଞ୍ଜନଗର ନିକଟସ୍ଥ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ର ସପ୍ତମ ଶ୍ରେଣୀ ର ଛାତ୍ର ଶ୍ରୀଧର ନାୟକ କୃତିତ୍ୱ ଲାଭ କରିଛନ୍ତି। ଶ୍ରୀଧର ହେଉଛନ୍ତି ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରଶାଦ ହାଇ ସ୍କୁଲ ଛକ ବାସିନ୍ଦା ବାଇଧର ନାୟକ ଓ ପିଙ୍କି ନାୟକ ଙ୍କ ସୁପୁତ୍ର । ଶ୍ରୀଧର ଙ୍କ ଏହି ସଫଳତା ରେ ଅନୁଷ୍ଠାନ ର ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର, ଅଧ୍ୟକ୍ଷ ଅଜିତ କୁମାର ଶତପଥୀ ଏବଂ ସଭାପତି ଶୂଳପାଣି ଶତପଥୀ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଚଳିତ ବର୍ଷ ର ବାର୍ଷିକ ଉତ୍ସବରେ ତାଙ୍କୁ ପୁରସ୍କାର ଦେବାକୁ ସ୍ଥିର କରାଯାଇଥିବା ସୂଚନା ଦେଇଛନ୍ତି ଗୁରୁକୂଳ ସଭାପତି ଶୂଳପାଣି ଶତପଥୀ

LEAVE A REPLY

Please enter your comment!
Please enter your name here