୪ ଜୁଆଡ଼ି ଗିରଫ

0
454

ଭଞ୍ଜନଗର/ଗାଙ୍ଗପୁର(ନିଳୁ ବିଶୋଇ) କୋରନା କଟକଣା ଲାଗୁ ସତ୍ୱେ ଗାଙ୍ଗପୁର ପୋଲିସ ଇଲାକର ନିମିନା ଗ୍ରାମରେ ଚାଲିଥିବା ଜୁଆ ଆଡା ଉପରେ ଗାଙ୍ଗପୁର ପୋଲିସ ଚଢ଼ାଉ କରି ୪ଜଣ ଜୁଆଡି ଙ୍କୁ ଗିରଫ କରିଛି। ଏଥି ସହିତ ସେମାନେଙ୍କ ଠାରୁ ନଗଦ ୧୦୧୬୦ ଟଙ୍କା ଓ ତିନୋଟି ମୋବାଇଲ ଜବତ କରାଯାଇଛି।

LEAVE A REPLY

Please enter your comment!
Please enter your name here