ବିଷ୍ଣୁ ଦାସଙ୍କ ଦେହାନ୍ତରେ ପୋଲସରା ବିଧାୟକଙ୍କ ଗଭୀର ଶୋକ ପ୍ରକାଶ

0
328

ପୋଲସରା(ଅନିଲ କୁମାର ମହାରଣା) ତିର୍ତ୍ତୋଲ ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସଙ୍କ ବିୟୋଗରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଗଭୀର ଶୋକ ପ୍ରକାଶ କରବା ସହ ଆତ୍ମାର ସଦଗତି କାମନା ଓ ଶୋକାକୁଳ ପରିବାରକୁ ସମବେଦନା ଜଣାଇଛନ୍ତି। ଶ୍ରୀ ସାହୁ ପ୍ରକାଶ କରିଛନ୍ତି ଯେ ୧୯୫୪ ମସିହାରେ ଜନ୍ମ ଗ୍ରହଣ କରିଥିବ ସ୍ବର୍ଗତ ବିଷ୍ଣୁ ଦାସ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସମୟରୁ ରାଜନୈତିକ ଜୀବନ ଆରମ୍ଭ କରି ନବୀନ ବାବୁଙ୍କ ଶାସନ ପର୍ଯ୍ୟନ୍ତ ବିଭିନ୍ନ ପଦପଦବୀରେ ରହି ଜନପ୍ରିୟ ନେତା ହୋଇପାରିଥିଲେ। ଶ୍ରୀ ଦାସଙ୍କ ଅକାଳ ମୃତ୍ୟୁ ରାଜ୍ୟ ପାଇଁ ଏକ ଅପୁରଣନିୟ କ୍ଷତି ଅଟେ ବୋଲି ପୋଲସରା ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here