ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୪ କରୋନା ଆକ୍ରାନ୍ତ,ଗଞ୍ଜାମରୁ ୪୮

0
325

ଭୁବନେଶ୍ୱର:ରାଜ୍ୟରେ ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୩୫୩କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୧୬୪ଙ୍କ ମଧ୍ୟରୁ ସର୍ବାଧିକ ୪୮ ଜଣ ଗଞ୍ଜାମରୁ ସୁସ୍ଥ ହୋଇଥିବା ବେଳେ ଜଗତସିଂହପୁରର ୩୧, ବାଲେଶ୍ୱରର ୨୬, କଟକର ୨୫, ଯାଜପୁରର ୧୨, ଖୋର୍ଦ୍ଧାର ୧୨, କେନ୍ଦ୍ରାପଡ଼ାର ୩, ସୁନ୍ଦରଗଡ଼ର ୩, କେନ୍ଦୁଝରର ୨, ଭଦ୍ରକ ଓ ନୟାଗଡ଼ର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here