ଜୁଆ ଆଡାରେ ଚଢ଼ାଉ ; ଚାରି ଜୁଆଡି ଗିରଫ

0
536

ଭଞ୍ଜନଗର(ନିଲୁ ବିଶୋଇ) କୋରନା କଟକଣା ଲାଗୁ ସତ୍ୱେ ଭଞ୍ଜନଗର ଉପଖଣ୍ଡ ଲଣ୍ଡେଇ ସାହି ନିକଟସ୍ଥ ବିଛୁଆତି ଠାରେ ଚାଲି ଥିବା ଏକ ଜୁଆ ଆଡା ଉପରେ ଭଞ୍ଜନଗର ପୋଲିସ ଚଢ଼ାଉ କରି ୪ ଜଣ ଜୁଆଡିଙ୍କୁ ଗିରଫ କରିଛି। ଏଥି ସହିତ ସେମାନେଙ୍କ ଠାରୁ ନଗଦ ୫୧୨୦ ଟଙ୍କା ଓ ଦୁଇଟି ମୋଟର ସାଇକେଲ ଜବତ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here