ସ୍ତ୍ରୀ ସ୍ୱାଭିମାନ ଦିବସ ପାଳିତ

0
429

ରମ୍ଭା:ରଜପର୍ବ ଉପଲକ୍ଷେ ଗଞ୍ଜାମ ବ୍ଲକ ଅଧିନସ୍ଥ ରମ୍ଭା ଏନଏସି ଠାରେ ଇ-ଗଭର୍ଣ୍ଣାସ ସର୍ଭିସେସ ଇଣ୍ଡିଆ ଲିମିଟେଡ଼ ଦ୍ୱାରା ପ୍ରତିଷ୍ଠିତ ସାନିଟାରୀ ନାପକିନ ୟୁନିଟ ତରଫରୁ ରଜ ସଂକ୍ରାନ୍ତି ବା ସ୍ତ୍ରୀ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମହିଳା ଓ ଯୁବତୀ ମାନଙ୍କୁ ମାଗଣା ସାନିଟାରୀ ନାପକିନ ପେଡ ଓ ମାସ୍କ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ରମ୍ଭା ୟୁନିଟ ଭି. ଏଲ. ଇ ମନୋଜ କୁମାର ବାଡ଼ତ୍ୟା ପରିଚାଳନା କରିଥିଲେ l ୟୁନିଟରେ କାର୍ଯ୍ୟରତ ରୀନା ବିଷୋୟୀ ସାଗରୀକା ଗୌଡ଼ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l 

LEAVE A REPLY

Please enter your comment!
Please enter your name here