ଦଶ କ୍ୱିଣ୍ଟାଲ ଗଞ୍ଜେଇ ଜବତ; ୩ ଗିରଫ

0
342

କୋରାପୁଟ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ଆଜି କୋରାପୁଟ ସ୍ଥିତ ଦୋରାଗୁଡ଼ା ଛକରୁ ଏକ ବୋଲେରୋ ସହ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏନେଇ ୩ ଜଣଙ୍କୁ ଗିରଫ କରିଛି ବୈପାରିଗୁଡ଼ା ପୋଲିସ।
ସୂଚନା ଅନୁସାରେ ପୁଲିସ କୌଣସି ସୂତ୍ରରୁ ଏକ ବୋଲେରୋ (OD10k7779)ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇଥିଲା। ଏହାପରେ ଡିଏସପିଙ୍କ ନିର୍ଦ୍ଦେଶରେ ଉକ୍ତ ବୋଲେରୋକୁ ଜବତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here