ବଡକୋଦଣ୍ଡା ଗ୍ରାମରେ ବଜ୍ରପାତ ଘଟି ଜଣେ ମୃତ

0
1198

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ଗଞ୍ଜମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଗ୍ରାମର ସ୍ବାଗର୍ତ ବିଶ୍ବନାଥ ଦାସଙ୍କ ପୁଅ ତ୍ରିନାଥ ଦାସ (୬୧) ବଜ୍ରାଘାତ ମୁତ୍ୟ ଘଟିଛି ।ମିଳିଥିବା ସୂଚନା ମୁତାବକ ସନ୍ଧ୍ୟା ସମୟରେ ତ୍ରିନାଥ ଘର ବାରଣ୍ଡାରେ ବସିଥିବା ବେଳେ ହଠାତ୍ ମେଘ ପବନ ହେବା ସହ ବଜ୍ରାଘାତ ଘଟିବାରୁ ସେ ଘଟଣା ସ୍ଥଳରେ ହିଁ ଗୁରୁତର ଅବସ୍ଥାରେ ଟଳି ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ମୁତ୍ୟ ଘୋଷଣା କରିଥିବା ଜଣାପଡ଼ିଛି। ସ୍ବର୍ଗତ ଦାଶ ଜଣେ ଧର୍ମ ପରାୟଣ ବ୍ୟକ୍ତି ହୋଇଥିବା ବେଳେ ତାଙ୍କରି ମୃତ୍ୟୁ ରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here