ଜିଲ୍ଲାବାସୀଙ୍କ ଅଭିଯୋଗର ସମାଧାନ ପାଇଁ ହ୍ବାଟ୍ସ ଆପ୍‌ ନମ୍ବର 94375-63800 ଜାରି କଲେ ଗଞ୍ଜାମ ଜିଲ୍ଲାପାଳ

0
454

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗଞ୍ଜାମ ଜିଲ୍ଲାବାସୀଙ୍କ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏକ ହ୍ୱାଟ୍ସ ଆପ ନମ୍ବର ଜାରି କରିଛନ୍ତି l କୌଣସି ସମସ୍ୟା ଆସିଲେ ହ୍ୱାଟ୍ସ ଆପ ନମ୍ବର 94375-63800 ରେ ଜିଲ୍ଲାର ଯେକୌଣସି ବ୍ୟକ୍ତି ଅଭିଯୋଗ କରିପାରିବେ l ଅଭିଯୋଗ ପ୍ରକୋଷ୍ଠକୁ ନଆସି ସିଧା ହ୍ବାଟ୍ସ ଆପ୍‌ରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି l ଅଭିଯୋଗ କର୍ତ୍ତା ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍‌ଣ ୫ଟା ଯାଏ କରିପାରିବେ l ଅଭିଯୋଗ ମିଳିବା ପରେ ବିଭାଗୀୟ ଅଧିକାରୀ ସମାଧାନ କରିବେ ବୋଲି ସୂଚନା ମିଳିଛି l 

LEAVE A REPLY

Please enter your comment!
Please enter your name here