ସାଂସଦ ଏବଂ ବିଧାୟକ ଦ୍ୱାରା କରୋନା ଯୋଦ୍ଧା ସମ୍ବର୍ଦ୍ଧିତ

0
317

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ସାରା ବିଶ୍ବ ଆଜି କରୋନା ଭଳି ମହାମାରୀ ବିରୋଧରେ ଲଢ଼ୁଥିବା ବେଳେ ବ୍ରହ୍ମପୁରର କେତେକ ସହୃଦୟ ବ୍ୟକ୍ତି କରୋନା ଯୋଦ୍ଧା ଭାବେ ଅଭିହିତ ହୋଇଛନ୍ତି। ବୁଧବାର ବ୍ରହ୍ମପୁର ସାଂସଦଙ୍କ ବାସ ଭବନରେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ଏହିଭଳି କିଛି କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଛନ୍ତି। ସେଥିରେ ରାଜ୍ୟ ବିଜେତି ସଂଖ୍ୟା ଲଘୁ ସେଲ୍ ସଂମ୍ପାଦକ ମହମ୍ମଦ଼ ଫାଇଜ୍ ଖାଁ, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ର, ପୂର୍ବତନ କର୍ପୋରେଟର ତଥା ସମାଜ ସେବି ଭିଷ୍ମାଚାର୍ଯ୍ୟ ଚୌଧୁରୀ, ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା, ପୂର୍ବତନ କର୍ପୋରେଟର ସମାଜ ସେବି ତେଜେଶ୍ବର ସ୍ବାମୀ, ବିଜେଡ଼ି ସାଧାରଣ ସମ୍ପାଦକ ସଚିନ ପଣ୍ଡା, ବାଲୁକା ସିଲ୍ପି ଶତ୍ୟ ମହାରଣା, ବିଜେଡ଼ି ଯୁବ ଛାତ୍ର ସଭାପତି ସଂଜୟ ଜେନା, ସମାଜ ସେବି ସୁରେଶ ଚନ୍ଦ୍ର ତ୍ରିପାଠୀ, ସମାଜ ସେବି ସୁନିଲ ପଣ୍ଡା, ସଷାଲ୍ ମିଡ଼ିଆ ରାମକୃଷ୍ଣ ମହାନ୍ତିଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା, ଅନ୍ୟ ମାନଙ୍କ ମଧ୍ୟରେ ମହାନଗର ସଭାପତି ବିଜୟ ଚନ୍ଦ୍ର ସାମଲ, ସରଜ ପଣ୍ଡା,ସଂଜିତ ପାଣିଗ୍ରାହୀ, ମଦନ ଦଳେଇ, ଅଜିତ ପଣ୍ଡା, ଚନ୍ଦ୍ର ମହୋନ ସାହୁ, ଜଗନ୍ନାଥ ବେହେରା ପ୍ରମୋଦ ମହାରଣା, କୃଷ୍ଣ ସାହୁଙ୍କ ରହି ସମ୍ବର୍ଦ୍ଧନା କରାଯାଇଥିଲା

LEAVE A REPLY

Please enter your comment!
Please enter your name here