ଟୋକାଗଣ୍ଡା ସଂଘରୋଧ କେନ୍ଦ୍ରରେ ଯୋଗ ଶିକ୍ଷା

0
341

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଟୋକାଗଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଘରୋଧ କେନ୍ଦ୍ରରେ ବିଡ଼ିଓ ଅନିଲ କୁମାର ସେଠୀ, ପ୍ରଧାନ ଶିକ୍ଷକ ରବୀନ୍ଦ୍ର ପତି ସହଯୋଗ ରେ ଭଞ୍ଜନଗର ଅଂଚଳର ଜଣାଶୁଣା ଯୋଗ ଶିକ୍ଷକ ପ୍ରଦୀପ ଆଚାର୍ଯ୍ୟ ଓ କବି ସାହୁ କୋରନା ମାହାମରୀ କୁ ପ୍ରତିହତ କରିବା ନିମନ୍ତେ ପ୍ରତିଦିନ ସଂଘରୋଧ କେନ୍ଦ୍ରରେ ଥିବା ୪୬ଜଣ ପ୍ରବାସୀ ଅନ୍ତେବାସୀ ଙ୍କୁ ଯୋଗ ଶିକ୍ଷ୍ୟା ପ୍ରଦାନ କରୁଛନ୍ତି। ଏଥିରେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ପତି ଙ୍କ ସହ ଅଙ୍ଗନାବାଡି କର୍ମୀ , ଆଶାକର୍ମୀ ଓ ସମସ୍ତ ୱାର୍କର ମାନେ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here