ଜଙ୍ଗଲ ମଧ୍ୟରେ ଜୁଆ ଆଡା ; ଛଅଜଣ ଗିରଫ

0
458

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଗଞ୍ଜାମ ଜିଲ୍ଲା ତାରସିଂ ପୋଲିସ ଗୁରୁବାର ଲେମ୍ବେଇ ନିକଟସ୍ଥ ମାଙ୍କଡ଼କୁମ୍ପା ଜଙ୍ଗଲରେ ଚାଲି ଥିବା ଜୁଆ ଆଡା ଉପରେ ଚଢ଼ାଉ କରି ୬ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନଗଦ ୯ ହଜାର ୨୬୦ ଟଙ୍କା, ୬ଟି ବାଇକ୍‌ ସମେତ ଅନ୍ୟାନ୍ୟ ଜିନିଷ ପତ୍ର ଜବତ କରିଛି। ସୂଚନାଯୋଗ୍ୟ ଜଙ୍ଗଲ ମଧ୍ୟରେ ରେ ଜୁଆଖେଳ ଚାଲିଥିବା ନେଇ କୌଣସି ମତେ ସୂଚନା ପାଇଁ ତାରସିଂ ପୋଲିସ ଚଢ଼ାଉ କରିଥିଲା।

LEAVE A REPLY

Please enter your comment!
Please enter your name here