ଭଞ୍ଜନଗର ତାଲୁକା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
429

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଭଞ୍ଜନଗର ତାଲୁକା ଆଇନ ସେବା ପ୍ରାଧିକରଣ ତରଫରୁ ସର୍ବନିମ୍ନ ମଜୁରୀ ଆଇନ ଓ ପ୍ରାରିଶ୍ରମିକ ମଞ୍ଜୁର ଆଇନ ସମ୍ପର୍କରେ ଏକ ସଚେତନତା କାଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା କର୍ମଶାଳା ସାମାଜିକ ଦୂରତ୍ୱ ନିୟମ ପାଳନ ପୂର୍ବକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ ହେମନ୍ତ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାଯ୍ୟକର୍ମ ରେ ଭଞ୍ଜନଗର ଆଇନ ସଂଘର ସଭାପତି ଅଭିମନ୍ୟୁ ଗୌଡ଼, ଉପସଭାପତି ଜ୍ୟୋତିରାଜ ପତି, ସଂପାଦକ ଅଶୋକ ଜେନା,ଏଡିଜେଏମ ବେଦ ପ୍ରକାଶ, ଜେଏମଏଫସି ସୁନିଳା ମିଶ୍ର, ବସନ୍ତ ଦାଶ ଓ ମଣି ଦୀକ୍ଷିତ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here