ଭାରସାମ୍ୟ ହରାଇ ଗଛକୁ ପିଟିଲା କାର

0
591

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ଆଜି ଦିନ ୧ ଘଣ୍ଟ ସମୟରେ ବେଲଗୁଣ୍ଠା ଓ ଭଞ୍ଜନଗର ରୋଡ ରେ ଏକ କାର ଗଛକୁ ପିଟି ହୋଇ ଦୁର୍ଘଟଣା ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ କାର ଟି ବେଲଗୁଣ୍ଠା ରୁ ଭଞ୍ଜନଗର ଆସୁଥିବା ବେଳେ ଚାଳକ ଜଣଙ୍କ ସମ୍ପୂର୍ଣ୍ଣ ଗାଡି ଚାଳନା କରିବାରେ ନୁଆଁ ଥିବାରୁ ଭାରସାମ୍ୟ ହରାଇ ରୋଡ କଡ଼ରେ ଥିବା ଏକ ଛୋଟିଆ ଗଛକୁ ପିଟି ଦେଇଥିଲେ। କିନ୍ତୁ ଗାଡ଼ିରେ ଥିବା ଚାଳକ ଜଣକ ଜଗନ୍ନାଥ ପ୍ରସାଦ ବ୍ଳକ ବିଡିପୁର ଗ୍ରାମରେ ହୋଇଥିବା ବେଳେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here