କେନାଲ ପାଣିରେ ପଡି ମହିଳାଙ୍କ ମୃତ୍ୟୁ

0
450

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତୁରୁମୁ ଗ୍ରାମର ଶାନ୍ତି ଗୌଡ଼(୪୨) ଆଜି ଦିନ ୧୧ ଟା ବେଳେ ଗ୍ରାମରେ ଥିବା ନିଜ ଛେଳି ଗୁହାଳ ରେ କାମ ସରିବା ପରେ ସେଠାରେ ଥିବା ଏକ କେନାଲ କୁ ଶୌଚ ହେବା ପାଇଁ ଯାଇଥିଲେ ହେଲେ ହଠାତ ଫିଟସ ବାହାରିବା କାରଣରୁ ସେ ପାଣି ଭିତରେ ଟଳି ପଡିଥିଲେ ଓ ପାଖରେ କିଏ ବଞ୍ଚାଇବାକୁ ନଥିବାରୁ ସେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ଭଞ୍ଜନଗର ପୋଲିସ ଓ ରାଜସ୍ବ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here