ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଆଶୁ ଆରୋଗ୍ୟ କାମନା କରି ତ୍ରିରଙ୍ଗl ଯୁବ ସଂଘର ଦୀପ ଦାନ।

0
658

ହିଞ୍ଜିଳିକାଟୁ,୨୪/୦୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)-: ବିଶିଷ୍ଟ ସମାଜସେବୀ ତଥା ରକ୍ତଦାତା ସଂଘର ସଭାପତି ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଆଶୁ ଆରୋଗ୍ୟ କାମନା ପୂର୍ବକ ବୁଧବାର ସନ୍ଧ୍ୟାରେ ହିଞ୍ଜିଳିକାଟୁର ଲଷ୍ମୀ ବଜାରରେ ଥିବା ଚନ୍ଦ୍ର କଳ୍ପେଶ୍ବର ମନ୍ଦିର ଠାରେ ତ୍ରିରଙ୍ଗା ଯୁବକ ସଙ୍ଘ ପକ୍ଷରୁ ଦୀପ ଦାନ ଓ ମହା ମୃତ୍ୟୁଞ୍ଜୟ ପାଠ କରାଯାଇଛି l ଏହି କାର୍ଯ୍ୟକ୍ରମରେ ତ୍ରିରଙ୍ଗା ଯୁବକ ସଂଘର ସଭାପତି ରଞ୍ଜନ ସାହୁ, ଉପସଭାପତି ପ୍ରଭାତ ମହାରଣା ଓ ତ୍ରିରଙ୍ଗା ଯୁବ ସଂଘର କର୍ମୀ କିରଣ କୁମାର ପୁଷ୍ଟି, ବାଳକୃଷ୍ଣ ପାତ୍ର, ଆଲୋକ ନାୟକ, ପ୍ରଶାନ୍ତ ସାହୁ, ସଞ୍ଜୟ ପଣ୍ଡା, ଆକାଶ, ରଞ୍ଜନ, ପ୍ରସାଦ, ରୁଦ୍ର ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here