କଠୋର କାର୍ଯ୍ୟାନୁଷ୍ଠାନ ନେଲେ ଉପଜିଲ୍ଲାପାଳ ;ଅମାନିଆ ଗଣିଲେ ୫ହଜାର ୩୦୦ ଟଙ୍କା

0
707

ଭଞ୍ଜନଗର(ନ୍ୟୁଜ ଏକ୍ସ ଟ୍ରା/ନିଲୁ ବିଶୋଇ):କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ତରଫରୁ ବହୁ ନିୟମ କଡାକଡି କରାଯାଉଛି | ଜନସାଧାରଣଙ୍କୁ ନିୟମ ପାଳନ ନିମନ୍ତେ ସଚେତନ କରାଯାଉଛି | କିନ୍ତୁ ଅମାନିଆ ଶୁଣିବା ପାଇଁ ପ୍ରସ୍ତୁତ ନୁହନ୍ତି | ଏହିପରିପ୍ରେକ୍ଷୀରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଆଜି ଭଞ୍ଜନଗର ଠାରୁ ଗାଙ୍ଗପୁର ରାସ୍ତାରେ ବହୁତ ଅମାନିଆଙ୍କୁ ବାଇକ ଚାଳକଙ୍କୁ ଅଟକେଇବା ସହ ୫ହଜାର ୩ ଶହ ଟଙ୍କା ଜରିମାନା ଆଦାୟ କରିବା ସହ କିଛି ବାଇକ କୁ ଇ-ଚାଲାଣ ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପାଖକୁ ପଠେଇ ଦେଇଛନ୍ତି | ବାରମ୍ବାର ମନା କରିବା ସ୍ବତେ ଅମାନିଆ ବାଇକ ଚାଳକ ରାସ୍ତାରେ ଗାଡି ଚଳାଉଛନ୍ତି | ପୁନର୍ବାର ଏପରି କଲେ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି |

LEAVE A REPLY

Please enter your comment!
Please enter your name here