ଭଞ୍ଜନଗରରେ ନିୟମ ଉଲଂଘନ କରି ଧରା ପଡିଲେ ୬ ଜଣ

0
675

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ) : ଭଞ୍ଜନଗର ରେ ଲକ୍ ଡାଉନ କୁ କଡାକଡ଼ି କରାଯାଇଛି। ତଥାପି କିଛି ଲୋକ ବିନା କାରଣରେ ବୁଲୁ ଥିବାରୁ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ବ୍ୟାରିକେଟ ଲଗାଯାଇ ଅଟକା ଯାଇଥିଲା। କେବଳ ଜରୁରୀ ପରିସ୍ଥିତିରେ ଲୋକ ମାନଙ୍କୁ ଛଡ଼ାଯାଇଥିଲା ବେଳେ ବେଆଇନ ଭାବେ ଅଧିକ ଯାତ୍ରୀ ପରିବହନ କରୁଥିବାରୁ ତିନିଜଣ ଅଟୋଚାଳକ ଓ କଟକଣା ଲାଗୁ ସ୍ୱତେ ଦୋକାନରେ ଜଳଖିଆ ବିକ୍ରି କରୁଥିବା ରୁ ବ୍ୟବସାୟୀ ଓ ଅନ୍ୟାନ୍ୟ ବେପାରୀ ଏହି ପରି ଭାବେ ୬ ଜଣଙ୍କୁ ବିରୋଧ ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here