ଭଞ୍ଜନଗର ପୋଲିସର କୋରନା ସଚେତନତା ବାର୍ତ୍ତା

0
707

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା/ ନିଲୁ ବିଶୋଇ) : ଭଞ୍ଜନଗର ପୁଲିସ ପକ୍ଷରୁ ଅହରହ ସହର ପରିକ୍ରମା କରି ମାଇକି ଯୋଗେ ଲୋକଙ୍କୁ କରୋନା ଭୂତାଣୁ କୁ ନଡରି ମୁକାବିଲା ଓ ପ୍ରତିରୋଧ ପାଇଁ ପ୍ରସ୍ତୁତ ରହିବାକୁ ସଚେତନତା ବାର୍ତା ଦିଆ ଯାଇଛି ଏବଂ ଜନତା କର୍ଫ୍ୟୁ ଓ ଲକ ଡାଉନ କୁ ପାଳନ କରି ସରକାର ଓ ପ୍ରଶାସନକୁ ସହଯୋଗ କରିବାକୁ ଭଞ୍ଜନଗର ପୋଲିସ ପକ୍ଷରୁ ନିବେଦନ କରାଯାଇଛି । ନିଜେ ଭଞ୍ଜନଗର ଥାନା ଅଧିକାରୀ ଶ୍ରୀ ସୁଦୀପ୍ତ କୁମାର ସାହୁ ସହର ସାରା ବୁଲି ବୁଲି ଜନସାଧାରଣ ଙ୍କୁ ସଚେତନ କରାଉଛନ୍ତି ।ଅପର ପକ୍ଷରେ ଆଜି ମଧ୍ୟ ଭଞ୍ଜନଗର ସହରରେ ଲକଡାଉନ ସହ ଦୋକାନ ବଜାର ଓ ଗାଡି ମୋଟର ବନ୍ଦ ରହିଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here