ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ ରେ ୨୪୪ ଜଣଙ୍କ ପଞ୍ଜିକରଣ

0
694

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ ନିଲୁ ବିଶୋଇ) : କୋରନା ଭୁତାଣୁ ଭୟ ରେ ଓଡିଶା ବାହାରୁ ଆସୁଥିବା ଦାଦନ ଶ୍ରମିକ ଓ ଅନ୍ୟାନ୍ୟ ଲୋକମାନେ ରବିବାର ସନ୍ଧ୍ୟା ସୁଦ୍ଧା ଭଞ୍ଜନଗର ବ୍ଲକ ଓ ଅନ୍ୟାନ୍ୟ ଅଂଚଳରୁ ପ୍ରାୟ ୨୪୪ ଜଣ ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ପଞ୍ଜିକରଣ କରିଥିବା ବେଳେ ସେମାନଙ୍କୁ ଏକ ସ୍ୱତନ୍ତ୍ର ୱାଡ଼ ରେ ରଖି ସ୍ୱାସ୍ଥ୍ୟବସ୍ତା ନିରୀକ୍ଷଣ କରାଯିବା ପରେ ସମସ୍ତ ସ୍ୱାସ୍ଥ୍ୟ ବସ୍ତା ଠିକ ଥିବାରୁ ନିଜ ନିଜର ଘରକୁ ପଠାଇ ଦିଆ ଯାଇଥିବା ସୂଚନା ମିଳିଛି।ଏବଂ ସମସ୍ତ ଙ୍କୁ ସଚେତନ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here