କରୋନା ପାଇଁ ଭଞ୍ଜନଗର ପୋଲିସର ଜରୁରୀ ସୂଚନା

0
770

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଭଞ୍ଜନଗର ପୋଲିସ ପ୍ରଶାସନ ପକ୍ଷରୁ କୋରନା ଭୂତାଣୁ ସମ୍ପର୍କରେ ଏକ ଜରୁରୀ କାଳୀନ ସୂଚନା ଦିଆଯାଇଛି । କରୋନା ଭୁତାଣୁ ସଂକ୍ରମଣକୁ ଦୁଷ୍ଟିରେ ରଖି ପ୍ରସିଦ୍ଧ ମା’ବ୍ୟାଘ୍ରଦେଵୀ ତଥା କୁଲାଡ଼ ମେଳା ଏବଂ ସମସ୍ତ ଦେବୀ ପିଠରେ ଚୈତ୍ର ମଙ୍ଗଳବାର ପାଇଁ ହେଉଥିବା ସମସ୍ତ କାଯ୍ୟକର୍ମ ଓ ସମାବେଶକୁ ଜିଲ୍ଲା ପ୍ରଶାସନ ତରଫରୁ ବନ୍ଦ କରି ଦିଆଯାଇଛି । ଏଣୁ ଏଇ ଜନଗହଳି ପୂର୍ଣ ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଆସନ୍ତୁ ସମସ୍ତେ ମିଳିମିଶି କୋରନା ଭୁତାଣୁ ପ୍ରତିରୋଧ କରିବା । ଜନଗହଳି ସ୍ଥାନରୁ ଦୂରେଇ ରହିବା ଓ କୋରନା ସମ୍ପର୍କିତ କୌଣସି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ।

LEAVE A REPLY

Please enter your comment!
Please enter your name here