ଭଞ୍ଜନଗର ମେଡ଼ିକାଲରେ ସ୍ୱତନ୍ତ୍ର ଗୃହ।

0
592

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ଭୂତାଣୁ ର ମୁକାବିଲା କରିବା ପାଇଁ ଭଞ୍ଜନଗର ପ୍ରଶାସନ ଅଣ୍ଟା ଭିଡ଼ିଛି।ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ ରେ ଏକ ସ୍ୱତନ୍ତ୍ର ଗୃହର ବ୍ୟବସ୍ଥା କରାଯାଇଛି। ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଡାକ୍ତରଖାନା ଗ୍ରସ୍ତ କରି ଉକ୍ତ କୋଠରିର ତଦାରଖ କରିବା ସହ ଉପଖଣ୍ଡ ଚିକିତ୍ସାଳୟ ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ। ଏଥି ସହିତ ମେଡ଼ିକାଲ ରେ ସାବୁନ ଓ ହେଣ୍ଡୱସଦ୍ୱାରା ହାତ ଧୋଇବା ବ୍ୟବସ୍ଥା କରାଯିବାର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here