ଫସିଲା ଅଙ୍ଗୁରୁ ବୋଝେଇ ଟ୍ରକ ।

0
576

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କୁଲାଡ଼ ନିକଟ ସହାଣପଲି ଠାରେ ଅନ୍ୟ ଏକ ଗାଡ଼ିକୁ ରାସ୍ତା ଦେବା ବେଳେ ଛତିଶଗଡ଼ ରୁ ବ୍ରହ୍ମପୁର ଯାଉଥିବା ଏକ ଅଙ୍ଗୁରୁ ବୋଝେଇ ଟ୍ରକ ରୋଡ କଡ଼ରେ ଫସି ଯାଇଥିଲା। ପରେ ସ୍ଥାନୀୟ ଜନସାଧାରଣଙ୍କ ଉଦ୍ୟମ ରେ ଅନ୍ୟ ଏକ ଗାଡି ଅଣାଯାଇ ଫସି ରହିଥିବା ଟ୍ରକକୁ ଉଦ୍ଧାର କରାଯାଇଥିବା ବେଳେ ଗାଡ଼ିରେ ଥିବା ସମସ୍ତ ଅଙ୍ଗୁରୁ ସୁରକ୍ଷିତ ଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here