କଇଠଡା ଗ୍ରାମରେ ମହାଡ଼ମ୍ବରରେ ଅଲେଖ ମହିମାଧର୍ମର ଅଖଣ୍ଡ ଯଜ୍ଞ

0
438

ଚିକିଟି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଚିକିଟି ବ୍ଲକ ଅନ୍ତର୍ଗତ ସୋରଳ ଗ୍ରାମପଞ୍ଚାୟତର କଇଠଡା ଗ୍ରାମରେ ମହାଡ଼ମ୍ବରରେ ଅଲେଖ ମହି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମାଧର୍ମ ବକଳାମ୍ବର ବାବା, ସାଧୁ, ସନ୍ଥ, ମାନଙ୍କଦ୍ୱାରା ଅଖଣ୍ଡ ଯଜ୍ଞ,ଅଖଣ୍ଡ ବ୍ରହ୍ମଧୁନୀ,ପ୍ରଭୁନାମ ଅଲେଖ ଭଜନ, ଆଧ୍ୟାତ୍ମିକ ତାତ୍ୱିକ ଆଲୋଚନା, ଓ ବାବାମାନଙ୍କ ଗଗନପବନ ପ୍ରକମ୍ପିତ ବ୍ରହ୍ମଧୁନୀରେ ନଗର ପରିକ୍ରମା,ବ୍ରହ୍ମବଧୂତ ବ୍ରହ୍ମାନନ୍ଦ ବାବାଙ୍କ ଦୀର୍ଘ 40 ବର୍ଷ ପରେ ସ୍ୱ-ଗ୍ରାମରୁ ମାତୃଭିକ୍ଷା ଗ୍ରହଣ ତତ୍ସହିତ,ବ୍ରହ୍ମବଧୂତ ପବିତ୍ର ମୋହନବାବା, ଅଭୟ ବାବା, ଜୟରାମ ବାବା ସମେତ ଶତାଧିକ ସାଧୁ, ଆନ୍ଧ୍ର-ଓଡିଶାର ଶତାଧିକ ଅଲେଖ ଭକ୍ତଙ୍କ ଯୋଗଦାନ ପୂର୍ଵକ ଭକ୍ତ ବୃନ୍ଦାବନ ବେହେରା ଓ ଘନଶ୍ୟାମ ବେହେରାଙ୍କ ଗୃହରେ ବାବାମାନଙ୍କ ମାତୃଭୋଜନ ଏକବିଂଶ ଶତାବ୍ଦୀର ଏହି ଅଞ୍ଚଳର ପ୍ରଥମ ଆଧ୍ୟାତ୍ମିକ ଅନନ୍ୟ ପବିତ୍ର କାର୍ଯ୍ୟକ୍ରମ ବୋଲି ଆଲୋଚନା ହେଉଛି

LEAVE A REPLY

Please enter your comment!
Please enter your name here