ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳନ।

0
570

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବାଉଁଶଲୁଣ୍ଡି ବିଜୁ ସୃତି ସଂସଦ ଠାରେ ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଉପାଦକ୍ଷ ଶ୍ରୀ ଜିତେନ୍ଦ୍ର କେଶରୀ ଆରୁଖ,ଆସିକା ସମାବାୟ ସମିତି ସଭାପତି ଶ୍ରୀ ବିରେନ କେଶରୀ ଆରୁଖ, ସାନକୋଦଣ୍ଡା ସମିତି ସଭ୍ୟ ଶ୍ରୀମତୀ ଶୈଳବାଳା ବିଷୋୟୀ, ସମାଜ ସେବୀ କୁଳମଣି ଶତପଥୀ ଓ ଅନ୍ୟାନ୍ୟବିଜେଡି ନେତା ଏଵଂ କର୍ମୀ ଏବଂ ସମସ୍ତ ବର୍ଗ ର ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ବିଜୁବାବୁଙ୍କ ସ୍ଥାପିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଓ ବିଜୁ ବାବୁଙ୍କ ଶୁର୍ତି ଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here