ବଜ୍ରପାତରେ ଦୁଇଟି ଗାଈର ମୃତ୍ୟୁ

0
408

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବାଙ୍କୁଲି ଗ୍ରାମରେ ଗତ କାଲି ଅପରାହ୍ନ ରେ ହୋଇଥିବା ବଜ୍ରପାତ ହେବାରୁ ଦୁଇଟି ଗାଈର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବାଙ୍କୁଲି ଗ୍ରାମର ଦୈନୁ ଭତରା ନିଜ ଗାଈ ଙ୍କୁ ନିକଟସ୍ଥ ଜଙ୍ଗଲ ରେ ଚୋରାଇବା ପାଇଁ ନେଇଥିଲେ । ସେତେବେଳେ ହଟାତ ପବନ ସାଙ୍ଗକୁ ଘଡଘଡି ହେଇ ବଜ୍ରପାତ ହେବାରୁ ଚରୁ ଥିବା ଗାଈଙ୍କ ଉପରେ ଘଟିବାରୁ ଘଟଣା ସ୍ଥଳରେ ଦୁଇଟି ଗାଈଙ୍କ ମୃତ୍ୟୁ ଘଟିଥିଲା । ଏନେଇ ଦୈନୁ ବ୍ଲକ ପ୍ରଶାସନ କୁ ସୁଚନା ଦେଇଥିଲେ । ଏଣୁ ଦୈନୁଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସେ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି ।

LEAVE A REPLY

Please enter your comment!
Please enter your name here