ଝାମି ମନ୍ଦିର ଉନ୍ନୟନ କମିଟି ବୈଠକ

0
430

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ସ୍ଥାନୀୟ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ଥିବା ଝାମି ମନ୍ଦିର ମଣ୍ଡପ ପରିସରରେ ଝାମି ମନ୍ଦିର ଉନ୍ନୟନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଝାମି ମନ୍ଦିରର ମୁଖ୍ୟ ପୂଜାରୀ ନୀଳମଣି ପୃଷ୍ଟିଙ୍କ ତତ୍ୱବଧାନରେ ଆୟୋଜିତ ହୋଇଥିଲା ଏହି ବୈଠକ। ଏହି ଅବସରରେ ଆଗାମୀ ଦିନରେ ହେବାକୁ ଥିବା ଝାମି ଯାତ୍ରା ରବିଭିନ୍ନ ବିଷୟ ନେଇ ଆଲୋଚନା ଆଲୋଚନା କରାଯିବା ସହ ଶାନ୍ତି ଶୃଙ୍ଖଳାର ସହ ଯାତ୍ରାକୁ କିଭଳି ପରିଚାଳିତ କରାଯିବ ସେନେଇ ଆଲୋକପାତ କରାଯାଇଥିଲା। ଏଥିସହ ଯାତ୍ରାରେ ଭକ୍ତଙ୍କ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ତା କରାଯିବା ନେଇ କମିଟି ସଦସ୍ୟ ମାନେ ଆଲୋଚନା କରିଥିଲେ। ଆୟୋଜିତ ଏହି ବୈଠକ ରେ ଝାମି ଏଲେମା ମନ୍ଦିର ଉନ୍ନୟନ କମିଟି ସମ୍ପାଦକ ଗୌରାଙ୍ଗ ଚୌଧୁରୀ , ଉପଦେଷ୍ଟା ଲଳିତ ମହୋନ ମଙ୍ଗରାଜ, ବି. ମଧୁସୂଦନ ରେଡ୍ଡୀ, ବାଳକୃଷ୍ଣ ପଣ୍ଡା, ଦୁର୍ଗମାଧଵ ସୁବୁଦ୍ଧି, ଅରୁଣ କୁମାର ପଟ୍ଟନାୟକ, ଅନୀଲ କୁମାର ପାଢୀ, ଆଶୁତୋଷ ମହାପାତ୍ର, ଗଣେଶ କୁମାର ପାତ୍ର, କେ. ଭି ରମୋଜି ପଟ୍ଟନାୟକ, ଶିବ ପ୍ରସାଦ ସାହୁ, ବୁଡୁ ପାଢ଼ୀ, ଅନୀଲ ଚୌଧୁରୀ,ଅସିତ ପଣ୍ଡା, ସୁଦୀପ ସାହୁ,ସନ୍ୟାସୀ ଗୌଡ଼, ନାରାୟଣ ଚୌଧୁରୀ, ନବକିଶୋର ମହାପାତ୍ର, ରବୀନ୍ଦ୍ର ସାହୁ, ଅସିତ ସାବତ,ବି. ଦୁର୍ଗା ରାଓ, ରଞ୍ଜିତ ପଶୁପାଳକ, ଅଜୟ ସାହୁ,ଅଜିତ ପଣ୍ଡା ଙ୍କ ସମେତ ବହୁ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here