ଏମବିଏ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ‘ସ୍ମାର୍ଟ ଫୋନ ଖେଳୁଛି ଚକା ଭଉଁରୀ’ ପଥପ୍ରାନ୍ତ ନାଟକ ଅନୁଷ୍ଠିତ

0
558

ଗଂଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସୋମବାର ଦିନ ସପ୍ତଶଯ୍ୟା ଛକ ଠାରେ ଆସ୍ଥା ସ୍କୁଲ ଅଫ ମେନେଜମେଣ୍ଟ ଭୁବନେଶ୍ୱର ତରଫରୁ ଏମବିଏ ପଢୁ ଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ମାର୍ଟ ଫୋନ ଖେଳୁଛି ଚକା ଭଉଁରୀ ଶୀର୍ଷକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି l ପିଲା ମାନେ ସ୍ମାର୍ଟ ଫୋନର ବ୍ୟବହାର ଓ ଅବ୍ୟବହାର ବିଷୟରେ ନାଟକ ମାଧ୍ୟମରେ ସମାଜକୁ ସୁନ୍ଦର ବାର୍ତା ଦେଉ ଥିଲେ l ଏହି କାର୍ଯ୍ୟକ୍ରମକୁ ଆସ୍ଥା ସ୍କୁଲ ଅଫ ମେନେଜମେଣ୍ଟ ତରଫରୁ ପ୍ର.ରଂଜିତ ପାଢୀ,ସ୍ମିତା ରାୟ ପରିଚାଳନା କରି ଥିଲେ ଏବଂ ଏହି ଗ୍ରାମର -ପଦ୍ମନ ବାରିକ ଓ ଅନ୍ୟାନ୍ୟ ଗ୍ରାମ ବାସୀ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here