ନାଇକାଣିପଲ୍ଲୀ ଠାରେ ବିରଳ ପକ୍ଷୀ l

0
726

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ ଭଞ୍ଜ କିଶୋର ମହାରଣା) : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣିପଲ୍ଲୀ ଗ୍ରାମରେ ଏକ ବିରଳ ପକ୍ଷୀ ଦେଖିବାକୁ ମିଳିଛି l ଏହାକୁ ଗ୍ରାମର ଚନ୍ଦନେଶ୍ୱର ମନ୍ଦିରରେ ଠାବ କରାଯାଇଛି l ଗତ ରାତ୍ରରୁ ପକ୍ଷୀଟି ଆସିଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ l ପକ୍ଷୀଟିକୁ ଦେଖିବା ପାଇଁ ଗହଳି ଲାଗିଛି l ଏହାକୁ ଗରୁଡ ପକ୍ଷୀ ଭାବି କେହି କେହି ପୂଜା କରୁଥିବା ଦେଖିବାକୁ ମିଳିଛି l

LEAVE A REPLY

Please enter your comment!
Please enter your name here