ଶ୍ରୀ ଶ୍ରୀ ରତ୍ନନେଶ୍ୱର କ୍ରୀକେଟ ଟୋର୍ନାମେଣ୍ଟ ଉଦଯାପିତ।

0
616

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦୀର୍ଘ ୨୬ ଦିନ ଧରି ଶ୍ରୀ ଶ୍ରୀ ରତ୍ନନେଶ୍ୱର କ୍ରୀକେଟ କ୍ଲବ ଜିଲୁଡି ତରଫରୁ ଆୟୋଜିତ ୨୫ତମ କ୍ରିକେଟ ତୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇଯାଇଛି । ଏହି ଟୋର୍ନାମେଣ୍ଟରେ ମୋଟ ୨୨ଟି ଦଳ ଅଂଶ ଗ୍ରହଣ କରିଥିଲେ ।ସମସ୍ତଙ୍କୁ ପଛରେ ପକେଇ ଟିମ ବାହାଡ଼ାପଦର ଓ ଦଦରଲୁଣ୍ଡା ଫାଇନାଲରେ ପ୍ରବେଶ କରିଥିଲେ ।
ବହାଡପଦର ଦଳ ପ୍ରଥମେ ବ୍ୟାଟିଂ କରି ସମସ୍ତ wicket ହରାଇ ମୋଟ ୧୧୧ ରନ କରିଥିଲା ଓ ପରେ ଦଦରଲୁଣ୍ଡା ଅତି ସହଜରେ ଦୁଇ ଉଇକେଟ ହରାଇ ୧୧୪ ରନ ହାସଲ କରିନେଇଥିଲା ।ଏହି କାଯ୍ୟକର୍ମ ରେ ମୁଖ୍ୟ ଅତିଥି ଭାବେ ବିଜେଡି ନେତା ଶ୍ରୀ ରାଜେନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ଓ ଦଳର ସଫଳ ବୋଲର ଓ ବ୍ୟାଟସମ୍ୟାନ ମାନଙ୍କୁ ପୁରଷ୍କୃତ କରିବା ବିଜୟୀ ଦଳକୁ ଟ୍ରଫି ସହ ୧୩୦୦୦ ଟଙ୍କା ଓ ରନ୍ସ ଦଳକୁ ଟ୍ରଫି ସହ ୯୦୦୦ ଟଙ୍କା ପ୍ରଦାନ କରିଥିଲେ

LEAVE A REPLY

Please enter your comment!
Please enter your name here